ନକ୍ସଲ ସହିଦ ସପ୍ତାହରେ ମାଓ ପ୍ରେମିକ-ପ୍ରେମିକାଙ୍କ ଆତ୍ମସମର୍ପଣ

ମାଲକାନଗିରି: ରବିବାର ଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ (ପୂର୍ବର ବିଛିନ୍ନାଞ୍ଚଳ) ଦୁଇ ଜଣ ପ୍ରେମିକ-ପ୍ରେମିକ ମାଓବାଦୀ ଏସ୍‌ପି ଜଗମୋହନ ମିନାଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି। ସେ ଦୁହେଁ ହେଉଛନ୍ତି ମାଓ ଏରିଆ କମିଟି ମେମ୍ବର ଥିବା ପ୍ରେମିକ ଓ୍ଵାଗା ଉର୍ମାମି ଓରଫ ମୁକେଶ ଏବଂ ପାର୍ଟି ମେମ୍ବର ଥିବା ପ୍ରେମିକା ମୁଡ଼େ ମାଧି ଓରଫ ମେସି ଓରଫ ରତ୍ନା। ସମ୍ପ୍ରତି ମାଲକାନଗିରି ଜିଲ୍ଲା ସମେତ … Continue reading ନକ୍ସଲ ସହିଦ ସପ୍ତାହରେ ମାଓ ପ୍ରେମିକ-ପ୍ରେମିକାଙ୍କ ଆତ୍ମସମର୍ପଣ